Browsing Tag

Metro train

ପାଣି ତଳେ ଯାତ୍ରା କଲା କୋଲକତା ମେଟ୍ରୋ ଟ୍ରେନ

କୋଲକାତା: ହୁଗୁଳି ନଦୀତଳେ ଚାଲିଲା ମେଟ୍ରୋ । ପ୍ରଥମ ଥର ପାଣି ତଳେ ଯାତ୍ରା କଲା କୋଲକତା ମେଟ୍ରୋ ଟ୍ରେନ । ଏସପ୍ଲାନେଡ ଠୁ ହାୱଡା ମଇଦାନ ଷ୍ଟେସନ ପର୍ୟ୍ୟନ୍ତ ଏହାର ଟ୍ରାଏଲ ଆରମ୍ଭ ହୋଇଛି । ପାଣି ତଳେ ରେକ୍ ନମ୍ବର ଏମ ଆର ୬୧୨ର ପରୀକ୍ଷାମୂଳକ ସେବା ଆରମ୍ଭ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ…
Read More...

ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା .

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇଛି ପ୍ରକ୍ରିୟା | 5T ସଚିବ ଭିକେ ପାଣ୍ଡିଆନଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମନୋଜ ମିଶ୍ର, ଉଷା ପାଢ଼ୀ, ଅନୁ ଗର୍ଗ, ନଗର…
Read More...