Browsing Tag

More than 10 people are suffering from diarrhoea

୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ, ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

ବ୍ୟୁରୋ: ୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ, ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ଏପରି ସ୍ୱାସ୍ଥ୍ୟ ପରିସ୍ଥିତି ଦେଖିବାକୁ ମିଳୁଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଲାରମ୍ଭା ଥାନା ବୁର୍ଡାବାହାଲ ଗାଁରେ। ଗାଁରେ ବ୍ୟାପୁଛି ଝାଡାବାନ୍ତି। ସ୍ଥିତିି ନ ସୁଧୁରିଲେ ଏହା ଆଗକୁ…
Read More...