Browsing Tag

Reporters Today

ଧରା ପଡିଲେ ହୁଣ୍ଡି ଚୋର

ଗତ ୧୬ ତାରିଖ ରାତିରେ କିଛି ଅଭିଯୁକ୍ତମାନେ ବୁଢାପଡାର ଶ୍ରୀ ଶ୍ରୀ ସୋମନାଥ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଭାଙ୍ଗି ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି କରିଥିଲେ। ଆଉ ଏହାକୁ ନେଇ ପୋଲିସ ପାଖରେ ରିପୋର୍ଟ କରିଥିଲେ ସୁଧାଂସୁ ଶେଖର ପଣ୍ଡା । ଯାହାପରେ ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇ…
Read More...

୩୦ ଅଧିକାରୀଙ୍କୁ ଦାଇତ୍ୱ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବରେ ୩୦ ଜଣ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ସରକାରଙ୍କ ଅତିରିକ୍ତ ସଚିବ । ପୁରୀ କଲେକ୍ଚରଙ୍କ ଆବେଦନ ପରେ, ୩୦ ଜଣ ଅଧିକାରୀଙ୍କୁ ଏହି ନୂଆ ଦାଇତ୍ୱ ଦେଇଛନ୍ତି ଅତିରିକ୍ତ ସଚିବ । ଆସନ୍ତା ୨୩.୦୬.୨୦୨୫ ରୁ…
Read More...

ORS ଅଧିକାରୀମାନଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱ

ORS ଅଧିକାରୀମାନଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଧାରା ୧୪ ଅନୁଯାୟୀ ରାଜ୍ୟ ସରକାର, ରଥଯାତ୍ରା ସମୟରେ ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି  । ଏହି ଲିଷ୍ଟରେ ବିଭିନ୍ନ…
Read More...

୩ ଶିଶୁ ଶ୍ରମିକ ଉଦ୍ଧାର

ମଞ୍ଚେଶ୍ୱର୍ ଓ ଶହୀଦ ନଗର ଅଞ୍ଚଳରୁ ତିନି ଶିଶୁ ଶ୍ରମିକ ଉଦ୍ଧାର। ଆଜି ଅପରାହ୍ନରେ ରୁଚିକା ସମାଜ ମଙ୍ଗଳ ସଂଗଠନର ଏକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ କର୍ମୀ ଓ ଚାଇଲ୍ଡ ହେଲ୍ପ ଲାଇନ ତଥା କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ତିନି ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ମଞ୍ଚେଶ୍ଵର୍ ଅଂଚଳରେ ଏକ…
Read More...

ଦାବି କରିଲା କଂଗ୍ରେସ । ରାଇରଙ୍ଗପୁରରେ ଏୟାରଷ୍ଟ୍ରିପ୍ ପାଇଁ କିଛି ଦିନ ତଳେ ଆଦିବାସି ପରିବାରକୁ ନିୟମ ଭଙ୍ଗକରି ଉଚ୍ଛେଦ କରାଯାଇଥିଲା । କାରଣ ନିୟମ କହୁଛି ବିନା ପଲ୍ଲିସଭାରେ କୌଣସି ଆଦିବାସି ବସ୍ତି ଉଚ୍ଛେଦ କରାଯାଇପାରିବ ନାହିଁ । ହେଲେ ରାଇରଙ୍ଗପୁର ଅଂଚଳରେ ଏକ ଏୟାରଷ୍ଟ୍ରିପ ନିର୍ମାଣ…
Read More...

ରେଲୱେ ଷ୍ଟେସନରେ ବ୍ଲଗରଙ୍କୁ କ୍ୟାମେରା ମନା

ବ୍ଲଗର ଏବଂ ୟୁଟ୍ୟୁବରଙ୍କୁ ସୁରକ୍ଷା ଦୃଷ୍ଟିରୁ, ପୂର୍ବ ରେଳବାଇ ଷ୍ଟେସନ ଭିତରେ ଫଟୋ ଓ ଭିଡିଓ ନ କରିବାକୁ ଅନୁରୋଧ କରିଛି। ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ମାମଲାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆ ଯାଇଛି। ପୂର୍ବ ରେଳବାଇ କହିଛି ଯେ, ଅଧିକାରୀମାନେ ଏଥିପ୍ରତି…
Read More...

ଚର୍ଚ୍ଚାରେ ଅନାୟା ବାଙ୍ଗର

ଚର୍ଚ୍ଚାରେ ଅନାୟା ବାଙ୍ଗର । ସେ ତାଙ୍କର ପ୍ରକୃତ ରୂପକୁ ଫେରିବା ନେଇ ଘୋଷଣା କରିଛନ୍ତି। ଅନାୟା ବାଙ୍ଗର ପୁଅରୁ ଝିଅ ହେବା ପରେ ଇଂଲଣ୍ଡରୁ ଭାରତ ଫେରି ଆସିଥିଲେ। ଯାହାପରେ ସେ ଖୁବ ଚର୍ଚ୍ଚାରେ ଥିଲେ । ତେବେ ଏଠି ପ୍ରଶ୍ନ ହେଉଛି, ଅନାୟା ବାଙ୍ଗର କ’ଣ ପୁଣି ୟୁ-ଟର୍ଣ୍ଣ ନେବେ ?…
Read More...

ତ୍ରିଶୂଳିଆରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ବଦଳିବ ମେଟ୍ରୋ ଡିପିଆର  

ଭୁବନେଶ୍ୱର : ବଦଳିବ ମେଟ୍ରୋ ଡିପିଆର। ତ୍ରିଶୂଳିଆ ରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଭାଏବୁଲ ହେଉନଥିବାରୁ ନୂଆ ଡିପିଆର ପ୍ରସ୍ତୁତ କରାଯିବ।ମେଟ୍ରୋ ରୁଟ କଣ ରହିବ, କେଉଁ ପର୍ଯ୍ୟନ୍ତ ଯିବ ସେ ସବୁ କଥା ନେଇ ଦୁଇ ତିନି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। କେମିତି ହେଲେ ଭଲ…
Read More...

ଭୁଷୁଡ଼ୁଛି ଲାଲଗଡ଼ : ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଭୁଷୁଡ଼ୁଛି ଲାଲଗଡ଼ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ଛତିଶଗଡ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ୮.୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା । ମାଓବାଦୀମାନେ ଅନେକ…
Read More...

ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବା ସହ ଖରା ବଢୁଥିବା ବେଳେ ଅପରାହ୍ନରୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା-ପବନ ହେଉଛି। ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ତେବେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ ଯାଏଁ…
Read More...