ଆଉ ଆଗକୁ ବଢ଼ୁନି: ପ୍ରାୟ ଦୁଇ ସପ୍ତାହ ଧରି ସ୍ଥାଣୁ ହୋଇ ରହିବ ମୌସୁମୀ

ଭୁବନେଶ୍ୱର: ଅଟକିଗଲା ମୌସୁମୀ। ଯେଉଁ ଗତିରେ ଓଡ଼ିଶାକୁ ମାଡ଼ି ମାଡ଼ି ଆସିଥିଲା, ସେଥିରେ ଏବେ ବ୍ରେକ୍‌ ଲାଗିଛି। ଆଉ ଆଗକୁ ବଢ଼ୁନି। ପ୍ରାୟ ଦୁଇ ସପ୍ତାହ ଧରି ଏମିତି ସ୍ଥାଣୁ ହୋଇ ରହିବ ମୌସୁମୀ। ଫଳରେ, ଆଗକୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ, ମୌସୁମୀ…
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର:  ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସାହାଜପିଟା  ଠାରେ ଅନୁଷ୍ଠିତ ହୋଇଯାଇଛି।ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା ରାମ ଶଙ୍କର ତ୍ରିପାଠୀ  ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିର ର ଶୁଭାରମ୍ଭ…
Read More...

ନୂତନ ଥାନା ଅଧୁକାରୀ ଭାବେ ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡିଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି :  ନୂତନ ଥାନା ଅଧିକାରୀଙ୍କୁ  ସମ୍ବର୍ଦ୍ଧନା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ପୁଲିସ ଷ୍ଟେସନରେ ନୂତନ ଥାନା ଅଧୁକାରୀ ଭାବେ OIC ଶ୍ରୀ ଚନ୍ଦ୍ରକାନ୍ତ ତାଣ୍ଡି  ଯୋଗଦାନ କରିଛନ୍ତି ।ସେହି ଉପଲକ୍ଷ ଏମ ଭି ୭୯ର ମିଡ଼ିଆ ଭାଇମାନେ ଥାନା ଅଧିକାରୀ ଙ୍କୁ…
Read More...

ଜୁନ୍ ପ୍ରଥମ ସପ୍ତାହରେ ସୁବର୍ଣ୍ଣପୁର ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିପାରନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ସୁବର୍ଣ୍ଣପୁର ଗସ୍ତ ହେବ | ସରକାରଙ୍କ ବର୍ଷ ପୂରଣ ଅବ୍ଯବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏଠାକୁ…
Read More...

ରାଇରଙ୍ଗପୁରରେ ରୋଟାରୀ ରୟାଲ କ୍ଳବ୍ ତରଫରୁ ‘ କନ୍ୟା ଅନମୋଲ ହେ’ ରଥକୁ ସ୍ଵାଗତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ରାଜ୍ୟ ସରକାର ସମାଜର ଆର୍ଥିକ ଅନଗ୍ରସର ବାପା ମା ' ଙ୍କ କନ୍ୟାକୁ କିପରି ସୁରକ୍ଷିତ ଏବଂ ଚାପମୁକ୍ତ ହୋଇ ବିବାହ କରି ପାରିବେ ସେଥିପାଇଁ'  କନ୍ୟା ଅନମୋଲ ହେ' ନୂତନ ଯୁଗାନ୍ତକାରୀ ଯୋଜନା କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ…
Read More...

ଆଜି ପୁଣି ବାଜିବ ସାଇରନ : ପାକିସ୍ତାନ ସୀମା ନିକଟବର୍ତ୍ତୀ ରାଜ୍ୟରେ ସିଭିଲ ଡିଫେନ୍ସ ମକ ଡ୍ରିଲ 

ନୂଆ ଦିଲ୍ଲୀ:  ଆଜି ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଭାରତ ସରକାର ଆଜି, ପାକିସ୍ତାନ ସୀମା ନିକଟବର୍ତ୍ତୀ ପାଞ୍ଚଟି ରାଜ୍ୟରେ ଏକ ବଡ଼ ସିଭିଲ ଡିଫେନ୍ସ ମକ ଡ୍ରିଲ…
Read More...

ପ୍ରତି ବର୍ଷ ଦଶ ଲୋକଙ୍କ ନିଶା ଛଡାଇବେ ଏ ସଂକଳ୍ପ ନେବା : ବାବୁ ସିଂ

ଭୁବନେଶ୍ୱର: ବିଗତ 20 ବର୍ଷ ତଳୁ ଓଡ଼ିସାରେ ମଦ କାରବାର ସହର ର ଦୂରରେ ହେଉଥିଲା | ଯିଏ ମଦ ଖାଇବାକୁ ଯାଉଥିଲା ଲୋକେ ଜାଣୁଥିଲେ ସେ ଅଛୁଆଁ ହେଉଥିଲା | ଏବେ ମଦ ଦୋକାନ ମନ୍ଦିର, ସ୍କୁଲ ପାଖରେ | ଭୁବନେଶ୍ୱର ରୁ ମଦ ବନ୍ଦ ଆରମ୍ବ ହେଉ | କୋଭିଡ ରେ ଦୋକାନ ବନ୍ଦ ହେଲା ଲୋକେ ଘରେ ପଂହଁଚେଇଲେ |…
Read More...

୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି

ଭୁବନେଶ୍ୱର:କିଛି ଦିନ ହେବ ଅନେକ ଜୀବନ ନେଉଛି ଆମ ବସ୍ ।ଏନେଇ ଅଭିଯୋଗ ହୋଇ ଆସୁଛି । ଯାହା ଫଳରେ କଠୋର ହୋଇଛି କ୍ରୁଟ । ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଛି। ଆମ ବସ ଚାଳକଙ୍କ…
Read More...

କାଲି ଦୁଗ୍ଧ ଦିବସ ଅବସରରେ ଗୋଶାଳାକୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁଗ୍ଧ ଚାଷ କୁ ଦ୍ୱିଗୁଣିତ କରିବେ ରାଜ୍ୟ ସରକାର।  ଏଥିପାଇଁ ଆସନ୍ତା କାଲି ଦୁଗ୍ଧ ଦିବସ ଅବସରରେ ୭୫ ଟି ଗୋଶାଳାକୁ ମୁଖ୍ୟମନ୍ତ୍ରୀ ୧୦ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ । ପୂର୍ବରୁ ୬୬ ଟି ଗୋଶାଳା କୁ ୯ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି…
Read More...

ଭୁଜାଲି ଚୋଟରେ ଦଳିତ ଯୁବକ ଗୁରୁତର, ଅଭିଯୁକ୍ତ ଙ୍କ ଥାନାରେ ଆତ୍ମସମର୍ପଣ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଆଜି ରାତିରେ ଜନୈକ ଦଳିତ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l   ଝଡ଼େଶ୍ୱରପୁର ଗାଁ'ର ଦୁର୍ଦ୍ଦାନ୍ତ ଅପରାଧି ଜ୍ୟୋତି ସମ୍ରାଟ ପ୍ରହରାଜ ଓରଫ୍ ବାପି ଏବଂ ଜ୍ୟୋତି ପ୍ରକାଶ ପ୍ରହରାଜ ଓରଫ୍ ଜେପି,ସେହି ଗ୍ରାମର ଦଳିତ…
Read More...