Browsing Tag

sonepur

ଆଜି ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତ

ସୋନପୁର: ଆଜି ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ସୋନପୁର ଜିଲ୍ଲା ଗସ୍ତ । ପ୍ରଥମେ କୋଟସମଲାଇରେ ଓହ୍ଲାଇ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିରର ଉନ୍ନତିକରଣ ନେଇ ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି ।…
Read More...

୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ ଜବତ, ୬ କୋର୍ଟ ଚାଲାଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ତେଲ ବ୍ରିଜ ନିକଟରେ ସୋମବାର ଅପରାହ୍ନରେ ପୋଲିସ ପକ୍ଷରୁ ୧୮ କେଜି ୪୬୦ ଗ୍ରାମ ଗଞ୍ଜେଇ, ୪୫୫୦ ଟଙ୍କା, ଓ ଗୋଟାଏ ଟାଟା ଏସି ଓ ଗୋଟାଏ ନମ୍ବର ବିହୀନ ହୁଣ୍ଡାଇ ଗାଡି ଜବତ କରିଛି। ଏଥି ସହ ଓଡିଶା ସମେତ ଆନ୍ତଃ ରାଜ୍ୟର ୬ ଜଣ ଯୁବକଙ୍କୁ ଗିରଫ…
Read More...

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀଙ୍କ ସମ୍ବେଦନଶୀଳ ଶିଶୁ ଚି଼ହ୍ନଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୋନପୁର ସବଜେଲ ସୁପରିଟେଣ୍ଡେଣ୍ଟ ଡିଲେଶ୍ୱର ଜେନାଙ୍କ…
Read More...

ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ବୈଠକ

ବୀରମହାରାଜପୁର:ବୀରମହାରାଜପୁର ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଶିଶୁସୁରକ୍ଷା ଓ ବାଲ୍ୟବିବାହ ନିରାକରଣ ନିମନ୍ତେ  ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ…
Read More...

ରେଳପଥ ପାଇଁ ଦାବିପତ୍ର

ସୁବର୍ଣ୍ଣପୁର:ସମ୍ବଲପୁର-ଗୋପାଳପୁର ରେଳପଥକୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବା ପାଇଁ ଏକ ଦାବି ହୋଇଛି । ଏନେଇ ସୋନପୁର ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ମିଶ୍ରଙ୍କ ନେତୄତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସୋନପୁର ସର୍କିଟ ହାଉସ ଠାରେ ବଲାଙ୍ଗୀର ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କୁ ଭେଟି…
Read More...

ସଫେଇ ହେଲା ବଜାର ଅଂଚଳ

ସୋନପୁର: ଆଜି ସଦର ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏକ ସ୍ଵଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍ଵଚ୍ଛତା ପାଇଁ…
Read More...

ମଣ୍ଡିରୁ ଧାନ ନଉଠିଲେ ରାସ୍ତାରୋକ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବା ନେଇ ଚାଷୀ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ଦାବିପତ୍ର ପ୍ରଦାନ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଧାନ କିଣା ବ୍ୟବସ୍ଥା ନହେଲେ ରାସ୍ତାରୋକ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି ।…
Read More...

ଡିକି ଭାଙ୍ଗି ସିରିଜ ଚୋରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ୨ଟି ସ୍ଥାନରେ ବାଇକ୍ ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଟାଉନ ଥାନା ପୋଲିସ ଏହାର ତଦନ୍ତ ଜାରି ରଖିଛି । ସୋନପୁର ସହରର ପୁରୁଷୋତ୍ତମ…
Read More...

କରୋନା ସଚେତନତା ରଥ

ସୋନପୁର: କରୋନା ସଚେତନତା ଓ ଟୀକାକରଣ ସକାଶେ ବାହାରି ଥିବା ସଚେତନତା ରଥ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ପରିକ୍ରମା କରିଛି ।ସୋନପୁରର ଏକସନ ଏଡ, ରେଆର ଓ ଗ୍ରାମଥାନ, ଖଣ୍ଡହତାର ସିୟା ପରିବାର, ଉଲୁଣ୍ଡାର ଯୁବ ମହାସଂଘ, ହେଲପ୍ ଟୁ ଅଦର ଓ ମହାନଦୀ ଯୁବ ସଂଗଠନ ତରଫରୁ…
Read More...

କଣ୍ଠଶିଳ୍ପୀ ବୃନ୍ଦାବନଙ୍କୁ ଶ୍ରଦ୍ଧାଞ୍ଜଳି

ସୋନପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇଯାଇଛି ସୁବର୍ଣ୍ଣପୁରର କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି । ଅନୁଷ୍ଠାନର ସଭାପତି ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ…
Read More...