Browsing Tag

arrested

ଭେଟେରାନ ବ୍ରାଉନସୁଗର ବେପାରୀକୁ ଗିରଫ କଲା STF

ଭୁବନେଶ୍ଵର:ଭେଟେରାନ ବ୍ରାଉନସୁଗର ବେପାରୀକୁ ଗିରଫ କଲା STF । ତେବେ ଅଭିଯୁକ୍ତ ଜଣଙ୍କ ମରୟରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳର ଏସ. କେ . ମହତାବ ଅଲ୍ଲୀ ବୋଲି ଜଣାପଡିଛି । ସୂଚନା ମୁତାବକ,  ଗତ ଫେବୃଆରୀ ମାସ ୨୧ ତାରିଖ ରେ ଚଢ଼ାଉ ବେଳେ ୩୦୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ସେହି…
Read More...

ଅପହରଣ ପରେ ହତ୍ୟା , ଜଣଙ୍କୁ ଗିରଫ କରିଛି ପୋଲିସ

ଅନୁଗୁଳ / ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ।  ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ଖିଅ ପାଇଛି ଜରପଡା ଥାନା ପୋଲିସ । ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ବିକାଶକୁ ହତ୍ୟା କରାଯାଇଥିଲା । ଘଟଣାରେ ଜଣଙ୍କୁ ଗିରଫ…
Read More...

ବାଘ ଛାଲ ସହ ୨ଜଣଙ୍କୁ ଗିରଫ କରିଛି ଏସଟିଏଫ

ରାୟଗଡା/ ମନୋଜ କୁମାର ସାହୁ: ବାଘ ଛାଲ ଡିଲ କରୁଥିବା ଧରାପଡିଲେ ୨ ମାଫିଆ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ବାଘଚମଡା କାରବାର ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ମାଫିଆ ହେଲେ ରାୟଗଡା ଜିଲ୍ଲାର ବିକ୍ରମ ମାଝି ଏବଂ ରାଜା ମାଝିବୋଲି ଜଣାପଡିଛି ।…
Read More...

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ । ଇ-ମେଲରେ ଧମକ ଦେଇଥିଲା ଅଭିଯୁକ୍ତ । ଏବେ ତେଲେଙ୍ଗାନାରୁ ତାକୁ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି ବୋଲି ଜଣାପଡିଛି । ଅଭିଯୁକ୍ତ ଜଣକ…
Read More...

ଓଡିଆ ଫୀଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ

ଭୁବନେଶ୍ୱର: ଓଡିଆ ଫୀଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ ହେଲେ । ବିବାଦ ବଢିବାରୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଅସଦାଚାରଣ ଅଭିଯୋଗରେ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ- ୧ ଏସିପି ମାନଓ ଗଡନାୟକ । ସୂଚନା ଅନୁଯାୟୀ,…
Read More...

ଗଞ୍ଜେଇ ଚୋରାଚାଲଣ ବେଳେ ଗିରଫ ହେଲା ଗଞ୍ଜେଇ ବେପାରୀ

ଖୋର୍ଦ୍ଧା / ରାକେଶ କୁମାର ଜଗଦେବ : ଗଞ୍ଜେଇ ଚୋରାଚାଲଣ ବେଳେ ଧରିଲା ପୋଲିସ । ରେଳ ଯୋଗେଁ ଚାଲାଣ ପାଇଁ ହୋଇଥିଲା ପ୍ରସ୍ତୁତି କିନ୍ତୁ ଧରିଦେଲା ପୋଲିସ । ସୂଚନା ଅନୁଯାୟୀ , ରୋଳ ଯୋଗେ ଗଞ୍ଜେଇ ଚୋରାଚାଲଣ ପାଇଁ ବେପାରି ମାନେ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୁହୁଡି ରେଳ…
Read More...

୨୪ କିଲୋ ଗଞ୍ଜେଇ ସହ ୨ ବାଇକ୍ ଜବତ,୫ ଗିରଫ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ଗାଞ୍ଜଇ ସହ ବାଇକ୍ ଜବତ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ବନ୍ଧଗଡ ଛକରୁ ୨୪ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ୫ ଜଣ କୁ ଗିରଫ କରିଛି ପୋଲିସ । ଗିରଫ ଯୁବକମାନେ ହେଲେ ରାଣୀକିଆରୀ ଥାନା ଅଧୀନ ତାରା ସିଂ ଗ୍ରାମ ଭଞ୍ଜ ପ୍ରଧାନ, କୋକାଲାବ…
Read More...

କୁରାଢ଼ୀରେ ଆକ୍ରମଣ ଜଣେ ଗୁରୁତର , ଅଭିଯୁକ୍ତ ଗିରଫ

କରଞ୍ଜିଆ /ବସନ୍ତ କୁମାର ସୋରେନ : ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଶାଳଚୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମରେ କୁରାଢ଼ୀ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ହୋଈଛନ୍ତି।ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସେହି ଗ୍ରାମର ବିରଞ୍ଚି ମହାନ୍ତ(୪୨) ବୋଲି ଜଣା ପଡ଼ିଛି। ଗୁରୁତର ଙ୍କୁ…
Read More...

ଗୋଟିଏ ଦିନ ରେ ୩ ଜଣ ମଦ ବେପାରୀ ଗିରଫ

ଟାଙ୍ଗି / ରାକେଶ କୁମାର ଜଗଦେବ : ମଦ ମାଫିଆ ମାନଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ଟାଙ୍ଗୀ ଅବକାରୀ ପୋଲିସ୍ । ଗୋଟିଏ ଦିନରେ ମାରାଥନ୍ ରେଡ୍ କରି ୩ ଜଣ ମଦ ବେପାରୀଙ୍କୁ ଗିରଫ କରିଛି । କାଳୁପଡା ଘାଟ ଅଂଚଳରେ ମଦ ବିକ୍ରି କରିବା ପାଇଁ ଯାଉଥିବା ବେଳେ ଟାଙ୍ଗୀ ମେଡିକାଲ ଛକ ନିକଟରେ…
Read More...

କୁକୁଡା ଫାର୍ମକୁ ବୋମା ମାଡ ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: କୁକୁଡା ଫାର୍ମକୁ ବୋମା ମାଡ ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ । କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଅବସ୍ଥିତ ଦ୍ଵିତୀକୃଷ୍ଣ ସାହୁଙ୍କ କୁକୁଡ଼ା ଫାର୍ମରେ ଗତ ଏପ୍ରିଲ ମାସରେ ବୋମାମାଡ ହୋଇଥିଲା । ଏହି ଘଟଣାରେ ଗତ ମେ ମାସରେ ମୁନା ଗୌଡ଼ ନାମକ ଜଣେ…
Read More...