Browsing Tag

Barabati Match

ପ୍ରଥମ ଓଭରରେ ପ୍ରଥମ ଓ୍ଵିକେଟ୍‌ ହରାଇଲା ଭାରତ

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଆରମ୍ଭରୁ ଟିମ ଇଣ୍ଡିଆକୁ ବଡ଼ ଝଟକା । ମ୍ୟାଚ ଆରମ୍ଭରୁ ପ୍ରଥମ ଓଭରରେ ଭାରତୀୟ ଦଳ ନିଜର ପ୍ରଥମ ଓ୍ଵିକେଟ୍‌ରେ ହରାଇଛି । ଯାହାକି ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି ।ମ୍ୟାଚ ଆରମ୍ଭରୁ ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି…
Read More...

ନବୀନ ନିବାସରୁ ବାରବାଟୀ ଅଭିମୁଖେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ ।ଆରମ୍ଭ ହୋଇ ଯାଇଛି ବାରବାଟୀ ଆରମ୍ଭ ହୋଇ ଯାଇଛି ବାରବାଟୀ କାଉଣ୍ଟଡାଉନ । ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ…
Read More...

ସୁପର ସନ୍‌ଡେ’ରେ ସୁପର ମୁକାବିଲା: ବାରବାଟୀରେ କିଏ ମାରିବ ବାଜି ?

ଭୁବନେଶ୍ୱର: ସୁପର ସନ୍‌ଡେ'ରେ ସୁପର ମୁକାବିଲା। ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ…
Read More...

ଖେଳାଳି ଖାଇବେ ଓଡ଼ିଆ ଖାଦ୍ୟ: ପରଷା ଯିବ ସ୍ପେଶାଲ ମେନ୍ୟୁ

ଭୁବନେଶ୍ୱର: ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା । ଏଥିପାଇଁ ଉଭୟ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍…
Read More...

ଚାଲିଛି ବାରବାଟୀ ଟିକେଟ୍ କଳାବଜାରୀ : ବଳକା ୨୨ହଜାର ଟିକେଟ୍ ଗଲା କୁଆଡେ ?

ଭୁବନେଶ୍ୱର: ଠେଲାପେଲା, ଧସ୍ତାଧସ୍ତି ଓ ମାରପିଟ୍ । ଜୁନ ୧୨ରେ ହେବ ବାରବାଟୀ ମହାମୁକାବିଲା, କିନ୍ତୁ ବାରବାଟୀ ଫାଇଟ ପୂର୍ବରୁ ଦେଖିବାକୁ ମିଳିଛି ଫ୍ୟାନ୍ସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଟିକେଟ ପାଇଁ ଗୁରୁବାର ବାରବାଟୀ ଷ୍ଟାଡିୟମ ସାମ୍ନାରେ ଥିବା ଟିକେଟ କାଉଣ୍ଟର ଦେଖିବାକୁ ମିଳିଥିଲା ଲମ୍ବା…
Read More...

ବାରବାଟୀ ଟି-୨୦ ଟିକେଟ ପାଇଁ ମାରପିଟ, ଠେଲାପେଲା ପୋଲିସର ଲାଠିଚାର୍ଜ

କଟକ: ଆଜିଠୁ କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେଉଛି ୧୨ ହଜାର ଟିକେଟ । ନିଜ ପରିଚୟ ପତ୍ର ଦେଖାଇବା ପରେ ଜଣକ ପିଛା ଦୁଇଟି ଟିକେଟ ମିଳୁଛି । ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ବୁଧବାର ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା…
Read More...

ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି

କଟକ: ଆଜିଠୁ ଆରମ୍ଭ ହେଲା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି । ଏହି ଟିକେଟ୍ ବିକ୍ରି ଉଭୟ ଅଫଲାଇନ ଓ ଅନଲାଇନରେ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । ମୋଟ ୫ ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ଭୁବନେଶ୍ବର ଓ…
Read More...