ଲୋକାଲ ଏସି ଟ୍ରେନର ସର୍ବନିମ୍ନ ଭଡା ୩୫ ଟଙ୍କା ରହିଥିବାବେଳେ ସର୍ବାଧିକ ଭଡା ୧୦୫ ଟଙ୍କା ଧାର୍ଯ୍ୟ କରାଯାଇଛି
ଚେନ୍ନାଇ: ଖରାଦିନେ ଟ୍ରେନରେ ଯାତ୍ରା ବହୁ କଷ୍ଟକର ହୋଇଥାଏ । ତାହାପୁଣି ଲୋକାଲ ଟ୍ରେନ କଥା ନ କହିବା ଭଲ । ପ୍ରତିଦିନ ଲୋକାଲ ଟ୍ରେନରେ ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଜୀବୀ ଯାତାୟାତ କରିଥାନ୍ତି । କାରଣ କମ ଟଙ୍କାରେ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଆନ୍ତି । କମ ଟିକେଟ ମୂଲ୍ୟ…
Read More...
Read More...