ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ ଦୁର୍ବୃତ୍ତ ବାନ୍ଧିଥିଲେ କାଠଗଣ୍ଡି
ଉତ୍ତରପ୍ରଦେଶ-: ବଡ ବିପଦରୁ ବର୍ତ୍ତିଗଲା ରାଜଧାନୀ ଏକ୍ସପ୍ରେସ । ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଉଦ୍ୟମ କରି ରେଳଧାରଣାରେ କାଠଗଣ୍ଡି ବାନ୍ଧିଥିଲେ ଦୁର୍ବୃତ୍ତ । ହେଲେ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜଧାନୀ ଏକ୍ସପ୍ରେସ ସମେତ ୨ଟି…
Read More...
Read More...