ଅଶ୍ୱିନୀଙ୍କ ସମୟରେ କେତେ ହେଲାଣି ଟ୍ରେନ ଦୁର୍ଘଟଣା ଓ କେତେ ଗଲାଣି ଜୀବନ?
ଆଜି ଭୋରୁ ଭୋରୁ ପୁଣି ଘଟିଛି ଏକ ଟ୍ରେନ ଦୁର୍ଘଟଣା । ହାୱଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଝାରଖଣ୍ଡର ଚକ୍ରଧରପୁର ଡିଭିଜନର ବାରାବମ୍ବୋ ଷ୍ଟେସନ ନିକଟରେ ଲାଇନ ଚ୍ୟୁତ ହୋଇଛି ଟ୍ରେନ୍ । ଟ୍ରେନର ୧୮ଟି ବଗି ଲାଇନରୁ…
Read More...
Read More...