Browsing Tag

t 20 worldcup

ନାସୋ କାଉଣ୍ଟିର ଏକ ବଡ ଗାଁ ଗାର୍ଡେନରେ ସିଟିରେ ଅଭ୍ୟାସ କରୁଛନ୍ତି ଭାରତୀୟଦଳ

ନୂଆଦିଲ୍ଲୀ; ଟି ୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି ୨୦ ବିଶ୍ୱକପ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ୨ ଜୁନରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିଛି ଭାରତୀୟ ଦଳ । ସେଠାରେ ପହଞ୍ଚି ଭାରତୀୟ ଟିମ ପ୍ରସ୍ତୁତି ଆରମ୍ଭ…
Read More...

ଜୁନ ୧ ତାରିଖରେ ୱାର୍ମଅପ ମ୍ୟାଚ ଖେଳିବ ଭାରତ

ନୂଆଦିଲ୍ଲୀ: ଆଇସିସି ଟି -୨୦ ବିଶ୍ୱ କପ ୨୦୨୪ ପାଇଁ ୱାର୍ମଅପ ମ୍ୟାଚ ସୂଚୀ ଘୋଷଣା ହୋଇଛି । ବିଶ୍ୱକପ ୱାର୍ମଅପ ମ୍ୟାଚ ୨୭ ମାଇରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଆମେରିକା, ତ୍ରିନାଦାଦ ଓ ଟେବୋଗୋରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱକପ ପୂର୍ବରୁ ୧୬ ଟି ୱାର୍ମଅପ ମ୍ୟାଚ ଖେଳାଯିବ । ଶେଷ…
Read More...