(ଅନୁସ୍ୱୟା)ଭୁବନେଶ୍ୱର: ନିର୍ବାଚନୀ ପାଇଁ ପ୍ରଚାର ପର୍ବ ଆରମ୍ଭ ହୋଇଗଲାଣି । ଆଉ କିଛି ଦିନ ପରେ ହେବ ମତଦାନ । ଓଡ଼ିଶାରେ ବିଜେପିକୁ ଆହୁରି ଶକ୍ତଶାଳୀ କରିବା ପାଇଁ ପୁଣି ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବରୁ ଆସନ୍ତା ୨ରେ କଳାହାଣ୍ଡି ଗସ୍ତ ମଧ୍ୟ ଚୂଡ଼ାନ୍ତ ହୋଇଛି । ସେ ଓଡ଼ିଶା ଆସି ସୁନ୍ଦରଗଡ଼ ସମାବେଶରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି ।