ଦେବଗଡ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ପଦବୀରୁ ବହିଷ୍କୃତ
ଭୁବନେଶ୍ୱର; ପୌରଧ୍ୟକ୍ଷାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଦେବଗଡ ନଗରପାଳିକର ବିଜେଡି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ପଦବୀରୁ ବହିଷ୍କୃତ କରାଯାଇଛି । ଓଡିଶା ମ୍ୟୁନିସିପାଲ ଆକ୍ଟ-୧୯୫୦ । ଧାରା ୫୩ ଅନୁଯାଇ ,ପଦବୀରୁ ବହିଷ୍କୃତ କରାଯାଇଛି ।ମୁନିସିପାଲ ଆକ୍ଟଗୁଡିକୁ ଅବମାନନା…
Read More...
Read More...