ଗିରଫ ହେଲେ ସୋନାକ୍ଷୀ

0

(ପ୍ରିୟଦର୍ଶନୀ ସ୍ୱାଇଁ): ନିକଟରେ ସୋନାକ୍ଷୀ ସିନ୍ନା ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ ଆଡ଼ଭାନ୍ସ ରଖିଥିଲେ । ଆଡ଼ଭାନ୍ସ ରଖି ଇଭେଣ୍ଟରେ ଯୋଗ ଦେଇନଥିବା ଭଳି ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୋନାକ୍ଷୀ ହାତକଡି ପିନ୍ଧିବା ସମୟରେ କହୁଛନ୍ତି । କିୟା କର ରହିହୋ ୟାର? ମତେ ଆରେଷ୍ଟ ଏମିତି କରିପାରିବ ନାହିଁ । କିନ୍ତୁ ଏହା ସତ କି ମିଛ ତାହା ଜଣାପଡ଼ିନି । ହୁଏତ ‘ମିଶନ ମଙ୍ଗଲ’ଫିଲ୍ମର ପ୍ରମୋସନାଲ ଭିଡ଼ିଓ ସୁଟ ପାଇଁ କରାଯାଇଛି । ସୋନାକ୍ଷୀଙ୍କ ଅପ କମିଙ୍ଗ୍ ଫିଲ୍ମ ମିଶନ ମଙ୍ଗଲରେ ନଜର ଆସିବେ । ଏହାର କାହାଣୀ ଚନ୍ଦ୍ରଯାନକୁ ନେଇ ନିର୍ମାଣ ହୋଇଛି । ମୁଖ୍ୟ ଅଭିନେତା ରୁପେ ଅକ୍ଷୟ କୁମାର ଆସିଥିବା ବେଳେ ବିଦ୍ୟା ବାଲା,ତାପସୀ ପନ୍ନୁ,କ୍ରି୍ତ୍ତି ମଧ୍ୟ ନିଜର ଦମଦାର ଅଭିନୟରେ ନଜର ଆସିବେ ।

https://www.instagram.com/p/B00O2MRgnKn/?utm_source=ig_web_copy_link