ବିଜେଡ଼ିରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବିଜେଡ଼ି ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର । ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଟିକଟେ ନ ମିଳବାରୁ ଅସନ୍ତୋଷ ଜାହିର କଲେ ପୂର୍ଣ୍ଣ । ଦଶପଳ୍ଲାରୁ ରମେଶ ବେହରାଙ୍କୁ ଟିକେଟ ଦେଇଛି ଦଳ । ଦଳର କିଛି ମୃଷ୍ଟିମେୟ ଲୋକଙ୍କ ଭୂଲ ନିଷ୍ପତ୍ତି ପାଇଁ ଟିକେଟ୍ ମିଳିଲାନି ବୋଲି କହିଛନ୍ତି ପୂର୍ଣ୍ଣ । ଦଳରେ ଦୁର୍ନୀତି ମୁକ୍ତ ଅପେକ୍ଷା ଦୁର୍ନୀତି ରେ ଲିପ୍ତ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।