ବିଜେପିକୁ ଫେରିଲେ ଖାରବେଳ

0

( ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଅପେକ୍ଷାର ଅନ୍ତ ଘଟିଲା । ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦେଲେ ଯୋଗ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦେଲେ ଯୋଗ । ବାଲେଶ୍ୱରରୁ ୩ ଥର ସାଂସଦ ହୋଇଥିଲେ । ସେ ୨୦୦୯ରେ ବିଜେପି ଛାଡ଼ି ସେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ । ନିର୍ବାଚନରେ ସେ ବିଜେଡିକୁ କଡା ଟକ୍କର ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏଣୁ ସେ ପର୍ନବାର ବିଜେପିରେ ଯୋଗ ଦେଇଛନ୍ତି ।