ଆଜି ଓଡିଶାରେ ପହଞ୍ଚିବ ଡବଲ ଡେକର ବସ୍

0

ଖୁବଶୀଘ୍ର ଗଡିବ ଡବଲ ଡେକର ବସ୍ । ମୁମ୍ବାଇରୁ ଆସୁଛି ଡବଲ ଡେକର ବସ୍ । ପୁରୀ କୋଣାର୍କ ଭୁବନେଶ୍ୱର ଏବଂ କଟକରେ ଏହି ବସ ଯାତାୟାତ କରିବ । ବସ ଚଳାଚଳ ପାଇଁ ମାର୍ଗ ସର୍ଭେ କରାଯାଉଛି ।

ସର୍ବସାଧାରଣ ଉନ୍ମୋଚନ ପୂର୍ବରୁ ପ୍ରଥମେ ବସର  ପରୀକ୍ଷଣ ହେବ । ଆଜି ଡବଲ ଡେକର ବସ ଓଡିଶାରେ ପହଞ୍ଚିବ । ଡବଲ ଡେକର ବସରେ ଓଡିଶାର କଳା ସଂସ୍କୃତି ଯେପରିକି କୋଣାର୍କ ଚକ୍ର, ଧଉଳି,ଓଡିଶୀ ନୃତ୍ୟ ଚିତ୍ର ଦେଖିବାକୁ ମିଳିବ ।