ରାଜନୀତିରେ ପାଦ ରଖିବେ କଙ୍ଗନା

0

(ପ୍ରିୟଦର୍ଶନୀ ସ୍ୱାଇଁ )ମୁମ୍ବାଇ: ଚଳିତ ବର୍ଷ୨୫ ଜାନୁଆରୀ ୨୦୧୯ ରେ କଙ୍ଗନା ମଣିକର୍ଣ୍ଣକା ଫିଲ୍ମ ଲକ୍ଷ୍ମୀବାଇ ଚରିତ୍ରରେ ନଜର ଆସିଥିଲେ । ଏହା ବକ୍ସ ଅଫିସରେ ସଫଳ ହୋଇଛି ।
କଙ୍ଗନା ଆଜି ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ୧୯୮୭ ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶର କେମ୍ଭାବଲା ରେ ଜନ୍ମଗ୍ରହଣ କରିଥିଲେ । ଗାଙ୍ଗଷ୍ଟାରରୁ ବଲିଉଡରେ ପାଦ ଥାପିଥିଲେ । କଙ୍ଗନା ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଫ୍ୟାନ ଏବଂ ମୋଦୀଙ୍କର ବଡ ପ୍ରଶଂସକ ବୋଲି କହିଥିଲେ ।
ଏକ ଇନଟରଭିୟୁରେ ରାଜନୀତି ସଂପର୍କର୍ ମୋଦୀଙ୍କ ସହ ନଜର ଆସିଥିଲେ । ସେଥିରେ କଙ୍ଗନା ରାଜନୀତିରେ ପାଦ ରଖିବା କଥା । କହିବା ସହ ଜାତୀୟତା ଓ ମୈାଳିକତା ମଧ୍ୟରେ କୈାଣସି ଫରକ ନାହିଁ । ଧର୍ମରେ ତାଙ୍କର କୈାଣସି ବିଶ୍ୱାସ ନାହିଁ । ତାଙ୍କ ଦେଶ ହିଁ ତାଙ୍କ ଧର୍ମ । ଆଜିକାଲି ନିଜ ଦେଶ ବିରୋଧରେ କହିବା ଏକ ଫ୍ୟାସନ ହୋଇଗଲାଣି ବୋଲି କହିଛନ୍ତି । ଏମିତି ଦେଶ ବିରୋଧରେ କହିବା ଠିକ ନୁହେଁ ।