ସଂରକ୍ଷିତ ବିଲ ଅନ୍ୟାୟ :ଶ୍ରୀ କାନ୍ତ

0

(ରିପୋର୍ଟସ ଟୁଡ଼େ) ଆଜି ପାଲାମେଣ୍ଟରେ ସଂରକ୍ଷିତ ବିଲ ପ୍ରସଙ୍ଗରେ ଏକ ପ୍ରସ୍ତାବ କେନ୍ଦ୍ର ସରକାର ଆଣିଛନ୍ତି । ଓଡ଼ିଶାରେ ପଛୁଆ ବର୍ଗ (ଓବିସି) ଲୋକସଂଖ୍ୟା ୫୨% ଥିବା ବେଳେ ୧୧% ଚାକିରୀ ରେ ୦% ଶିକ୍ଷା କ୍ଷେତ୍ରରେ ପାଉଛନ୍ତି ବୋଲି ସ୍ପଟ ଉଲେକ୍ଷ କରାଯାଇଛି ।କେନ୍ଦ୍ର ସରକାରଙ୍କର ଏହି ପ୍ରସ୍ତାବକୁ ନିନ୍ଦା କରିବା ସହ କଟୁ ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଓଡ଼ିଶାରେ ୪୦% ଦଳିତ ଓ ଆଦିବାସୀ ଲୋକ ଶିକ୍ଷା କ୍ଷେତ୍ରରେ କାହିଁକି ୨୦% ସଂରକ୍ଷିତ ପାଉଛନ୍ତି । ତେବେ ଏହା କେଉଁ ନ୍ୟାୟ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀଜେନା କହିଛନ୍ତି ।