କେନ୍ଦ୍ରୀୟ ଡେପୁଟେସନରେ ଯିବେ ସୁଶିଲ ଲୋହାନୀ

0

କେନ୍ଦ୍ରୀୟ ଡେପୁଟେସନରେ ଯିବେ ସୁଶିଲ ଲୋହାନୀ । ସେ ୧୯୯୫ ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ । ତାଙ୍କୁ କେନ୍ଦ୍ରୀୟ ପଞ୍ଚାୟତିରାଜ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ସୁଶିଲ ଲୋହାନୀ ଏବେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟକରୁଛନ୍ତି ।