Browsing Tag

harichandanpur

ଲଗାଣ ବର୍ଷାରେ ଧୋଇଗଲା ରେମାଳ ପୋଲ; ୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ପରେଶ କୁମାର ସେଠୀ/ହରିଚନ୍ଦନପୁର: ଧୋଇଗଲା ପୋଲ ,୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହରିଚନ୍ଦନପୁର-ଦୈତାରି ରାସ୍ତା ବଡଶିଆଳିମାଳ ନିକଟ ନିର୍ମାଣଧୀନ ରେମାଳ ପୋଲର କଲଭଟ ରାସ୍ତା ଭାଙ୍ଗିଯିବାରୁ ବ୍ଳକର ୧୦ଟି ଗାଁକୁ ଯୋଗାଯୋଗ ବିଛିନ୍ନ…
Read More...

ଅପପୃଷ୍ଟି ଓ ରକ୍ତହୀନତାରେ ରୋକ ଲାଗିବ

ହରିଚନ୍ଦନପୁର/ପରେଶ କୁମାର ସେଠୀ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓସ୍କା ଆୟୋଜକ ଓ ଆଜିମ ପ୍ରେମଜି ଫାଉଣ୍ଡେସନ ସହଯୋଗରେ ପୃଷ୍ଟିକର ବିକାଶ ସାଧନ ନିମନ୍ତେ ବ୍ଲକ ସ୍ତରୀୟ ପଞ୍ଚାୟତ ପ୍ରତିନିଧି…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର

 ହରିଚନ୍ଦନପୁର / ପରେଶ କୁମାର ସେଠୀ: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ପିଟାପିଟି ଗାଁ ନିକଟରେ । କିନ୍ତୁ ସେହି ବ୍ୟକ୍ତିର ପରିଚୟ ମିଳିପାରି ନାହିଁ । ସୂଚନାନୁସାରେ , ସ୍ଵିଫ୍ଟ ଡିଜିଆର କାର…
Read More...

ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିବା ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ

ହରିଚନ୍ଦନପୁର(ପରେଶ କୁମାର ସେଠୀ):କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ଧଗୋଠ ଗ୍ରାମରେ ପେଟ୍ରୋଲ ଢ଼ାଳି ସ୍ବାମୀ ସ୍ତ୍ରୀଙ୍କୁ ଜିଅନ୍ତା ଜାଳିବା ଘଟଣାରେ ଆଜି ସ୍ତ୍ରୀ ଜୟନ୍ତୀ ଖଟୁଆ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ…
Read More...