Browsing Tag

khordha

ସ୍ତ୍ରୀ ନିର୍ଯାତନା ସହି ନ ପାରି ଟ୍ରେନ୍‌‌ ଆଗକୁ ଡେଇଁଲା ସ୍ୱାମୀ

ବ୍ୟୁରୋ-: ସ୍ତ୍ରୀର ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍‌‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି । ଆଜି ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୁଳିସ ଧଉଳି ମୁହଁ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…
Read More...

୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୁନିଅର ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ଲଞ୍ଚ ନେଇ ଧରା ପଡିଲେ ଜୁନିୟର ଆସିଷ୍ଟାଣ୍ଟ । ଖୋର୍ଦ୍ଧା ବିଇଓ ଅଫିସ୍ ର ଜୁନିଅର ଆସିଷ୍ଟାଣ୍ଟ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଜୁନିଅର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁଙ୍କୁ ଧରିଲା ଭିଜିଲାନ୍ସ । ବିଲ୍ ରିଲିଜ୍ କରିବା ପାଇଁ ନେଉଥିଲେ…
Read More...

ପାଗଳ ମାଙ୍କଡ ଆକ୍ରମଣରେ ୫ ରୁ ଅଧିକ ବ୍ୟକ୍ତି ଗୁରୁତର

ଟାଙ୍ଗୀ/ ରାକେଶ କୁମାର ଜଗଦେବ : ଅତଙ୍କ ରଚିଛି ପାଗଳ ମାଙ୍କଡ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବିରିବାଡି ଗ୍ରାମରେ ପୁଣି ପାଗଳ ମାଙ୍କଡ଼ ଆତଙ୍କ । ଦୁଇ ଦିନରେ ୫ ରୁ ଅଧିକ ବ୍ୟକ୍ତି ହେଲେଣି ଗୁରୁତର । ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଆକ୍ରମଣ କରିଛି ସେହି…
Read More...

ରେଳ ଲାଇନ ଉପରୁ ମିଳିଲା ନିଖୋଜ ଯୁବକଙ୍କ କ୍ଷତାକ୍ତ ମୃତ ଦେହ

ଟାଙ୍ଗୀ /ରାକେଶ କୁମାର ଜଗଦେବ: ରେଳ ଲାଇନ ଉପରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତ ଦେହ। ମୃତ ଯୁବକଙ୍କ ନାମ ମାଗା ସୁବୁଦ୍ଧି ବୟସ ୨୬ ବର୍ଷ ହୋଇଥିବା ବେଳେ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡ଼ି ଗ୍ରାମରେ। ସୂଚନା ଅନୁଯାୟୀ, ମୃତ ଯୁବକ ୨୪ ଘଣ୍ଟା ତଳୁ ଘରୁ ନିଖୋଜ ଥିଲେ। ଘର ଲୋକେ…
Read More...

ଜଙ୍କିଆ ଥାନା ଆଦିବାସୀ ସାହିରେ ଅଘଟଣ | ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର

ଖୋର୍ଦ୍ଧା : ଜଙ୍କିଆ ଥାନା ଆଦିବାସୀ ସାହିରେ ଅଘଟଣ | ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର | ମୃତକ ଜଣକ ଆଦିବାସୀ ସାହିର କାଳୁ ନାୟକ | ଗୁରୁତର ପ୍ରତାପ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣ ପଡିଛି | ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି |…
Read More...

ଜୋରିମାନା ଦାଖଲ କରୁନଥିବା ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ

ପୁରୀ : ଖୋର୍ଦ୍ଧା ଜିଲ୍ଲା ପଥର ଖଣି ଲିଜଧାରୀ ମାନେ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣର ନିର୍ମାଣ ପଥର ଏବଂ ମାଙ୍କଡ଼ା ପଥର ଉତ୍ତୋଳନ କରିଥିବାରୁ ଜୋରିମାନା ମୂଲ୍ୟ ଦାଖଲ କରିବାକୁ ୧୯ ଜଣ ଖଣି ଲିଜଧାରୀଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ୭ଦିନିଆ ନୋଟିସ୍ ଜାରି…
Read More...

୧୬ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା; ୨ ମୃତ

ବାଣପୁର :ଅଜଣା ଗାଡି ଧକ୍କାରେ ଗଲା ୨ ଜୀବନ । ୧୬ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ତେବେ ମୃତକ ଝାଡଖଣ୍ଡ ରାଜ୍ୟର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗାଡିଟି ପାରଳାଖେମୁଣ୍ଡିରୁ ଝାଡଖଣ୍ଡକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଘଟଣା ସ୍ଥଳରେ ବାଣପୁର ପୋଲିସ…
Read More...

ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମି ଅନୁଧ୍ୟାନ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

ଟାଙ୍ଗୀ/ ରାକେଶ  କୁମାର  ଜଗଦେବ  : ଗ୍ରାମାଞ୍ଚଳର ଜନ ସାଧାରଣ ଙ୍କୁ ହାତ ପାଆନ୍ତା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ  ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।  ଏଥିପାଇଁ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମି କିଭଳି ରହିଛି…
Read More...

ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଅଛି ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଟାଙ୍ଗୀ/ ରାକେଶ  କୁମାର  ଜଗଦେବ:  ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି ।  ଫଳରେ କେଉଁଠି ଅତ୍ୟଧିକ  ବର୍ଷା ଫଳରେ  ଧନ୍ ଜୀବନ ନଷ୍ଟ ହେଉଛି ତ  କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ  ଫସଲ ନଷ୍ଟ ହେଉଛି ।  ତେଣୁ ପରିବେଶର ସୁରକ୍ଷା  କରିବାକୁ ହେଲେ  ବ୍ୟାପକ ବୃକ୍ଷ ରୋପଣ  ଦରକାର ।…
Read More...

ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ

ଟାଙ୍ଗି / ରାକେଶ  କୁମାର  ଜଗଦେବ  : ଚଳନ୍ତା  ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ ।  ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।  ମୃତ ଯୁବକଙ୍କ ବୟସ 28 ରୁ 39 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।  ଖବର ପାଇ ନିରାକାର ପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତ ଯୁବକର ଶବ୍ଦ କୁ…
Read More...