ମଦ ଦୋକାନ ବନ୍ଦ ନେଇ ରାସ୍ତାରୋକ କରିଛନ୍ତି ଡେଙ୍ଗାଡି ଗ୍ରାମବାସୀ

0

ହିଞ୍ଜିଳି: ମଦ ନେଉଛି ଅନେକ ଜୀବନ । ଉଜାଡି ଦେଉଛି ଅନେକ ସଂସାର ।ତଥାପି ମଦ ଛାଡିପାରୁ ନି ଏହି ମଣିଷ । ଛକ ଚକରେ ଖୋଲୁଛି ମାଦ ଦୋକାନ । ଦେଶୀ ସଙ୍ଗକୁ ବିଦେଶୀ ସବୁ ରକମର ମଦ ମିଳୁଛି ସେଠାରେ । କିନ୍ତୁ ଏହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ମଦ ଦୋକାନ ବନ୍ଦ ନେଇ ରାସ୍ତାରୋକ କରିଛନ୍ତି ଡେଙ୍ଗାଡି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ହିଂଜିଳି ଭାୟା କୋଙ୍କରଡ ରେ। ଏନେଇ ମୁଖ୍ୟରସ୍ତ। ଡେଙ୍ଗାଡି ଗ୍ରାମରେ ରାସ୍ତା ଅବରୋଧ କରିଛନ୍ତି ।