ମନେରେଗାରେ ମେସିନରେ କାମ ନ କରି ଶ୍ରମିକ ମାନଙ୍କୁ ନିଯୁକ୍ତି କରି ବାକୁ ବିଭାଗକୁ ନିର୍ଦ୍ଧେଶ

0

ଭୁବନେଶ୍ୱର: ମନେରେଗାରେ ମେସିନ ରେ କାମ ନ କରି ଶ୍ରମିକ ମାନଙ୍କୁ ନିଯୁକ୍ତି କରି ବାକୁ ବିଭାଗକୁ ନିର୍ଦ୍ଧେଶ ଦେଲେ ମୁଖ୍ୟମନ୍ତ୍ରୀ | ‘ଏନେଇ ଆଗାମୀ ଦିନ ରେ ଆସିବ ଗାଇଡ଼ଲାଇନ | ମନେରେଗା ରେ ଲେବର ରେ କାମ ନ କରି ମେସିନ ରେ କାମ ହେଉଛି | ମଷ୍ଟର ରୋଲ ରେ ରାମ, ଦାମ ନା ପକେଇକି କାମ ହେଉଛି | ମୁଁ ବିଧାୟକ ଥିଲା ବେଳେ ମେଣ୍ଟ ସରକାର ରେ ମେସିନ ରେ କାମ ହେଉଥିଲା | ଯାହା ର ନାମ ମଷ୍ଟର ରୋଲ ରେ ଅଛି ସେ ମହାବିଦ୍ୟାଳୟ ର ଲେକଚର | ଲୁଚେଇକି କାମ କଲେ ଧାରା ପଡିଯାଉଛି | ମନେରେଗା କାମ କୁ ସଠିକ ଭାବେ କରିବା ପାଇଁ ଚାଲେଞ୍ଜ ଭାବେ ନିଅନ୍ତୁ’ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ |