ଲ୍ୟାଣ୍ଡ ସେଟେଲମେଣ୍ଟ ଆକ୍ଟ ଅନୁସାରେ ସରକାର ଯୋଗାଇଦେବେ ଜମି…

0

ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଏକ୍ଟା ଅନୁସାରେ ଭୂମିହୀନମାଙ୍କ ପାଇଁ ଘର ତିଆରି ପାଇଁ ସରକାର ୪ ଡ଼ିସିମିଲ ଜାଗା ଦେବେ | ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିଶୀମିଲରୁ କମ୍ ଜମି ଥିବ ସେ ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ। ଆଉ ୪ ଡିସିମିଲି ରୁ ଯେତେ କମ୍ ଜାଗା ଥିବ ସେତିକି ଜାଗା ସେମାନଙ୍କୁ ଦିଆଯିବ। ଯେଉଁ ହିତାଧିକରୀମାନଙ୍କ ପାଖରେ କମ୍ ଜମି ଅଛି ଓ ସରକାରଙ୍କ ଠାରୁ ସେମାନେ ଜମି ଆଶା କରୁଛନ୍ତି।ପ୍ରଥମେ ନିଜ ନାଁରେ ଥିବା ଜମି ରାଜସ୍ବ ବିଭାଗକୁ ହସ୍ତାନ୍ତର କରିଦିଅନ୍ତୁ ।ଯାହା ବଦଳରେ ନିର୍ଦ୍ଧିଷ୍ଟ ଓ ଏକ ଗ୍ରହଣୀୟ ଜାଗାରେ ଏକାଠି ୪ ଡିସିମିଲ ଜାଗା ଦେଇଦବୁ। ବସୁନ୍ଧରା ଯୋଜନାରେ ପାଉଥିବା ଜାଗାକୁ ପୂର୍ବରୁ ବିକ୍ରି ( transferable) କରିହେଉଥିଲା।ଯାହାକୁ ଆବଶ୍ୟକ ପଡ଼ିଲେ ହିତାଧିକାରୀ ବିକ୍ରି କରି ପୁଣି ଭୂମିହୀନ ହେଇ ସରକାରଙ୍କ ଠୁଁ ଜମି ଆଶାୟୀ ରହିବେ। କିନ୍ତୁ ଏବେ ଏହା ଆଉ ବିକ୍ରି କରିହେବନି।କେବଳ ତାହା ଉତ୍ତରାଧିକାରୀଙ୍କ ଖାତାରେ ଚଢ଼ିବ।