ଭୁବନେଶ୍ୱର: ରାଜ୍ୟରେ ବଳକା ଚାଉଳ ଉଠାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି । କେନ୍ଦମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ନବୀନଙ୍କ ଚିଠି । ୨୦ ଲକ୍ଷ ମେଟ୍ରିକ ଟନ ବଳକା ଚାଉଳ ଉଠାଣ ପାଇଁ ଚିଠି । ଚଳିତ ଖରିଫ ଋତୁରେ ୧୪ ଲକ୍ଷ ୯୪ ହଜାର ୧୨୦ ଚାଷୀ ଧାନ ବିକ୍ରି କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ରେ ଖରିଫ ଧାନ ସଂଗ୍ରହ ଅବଧି ଶେଷ ହେବ । ଧାନ କିଣା ବାବଦ କୁ ଚାଷୀ ଙ୍କ ଖାତାକୁ ଯାଇଛି ୧୩.୦୮୧ କୋଟି ।୧୭ ଲକ୍ଷ ମେଟ୍ରିକ ଟନ ଉଷୁନା ,୩ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ।ଧାନ ସଂଗ୍ରହରେ ସମସ୍ୟା ସହ ସଙ୍କଟରେ ପଡିବେ ଚାଷୀ ।