ଓଡିଶାରୁ ଚାଇନା ନେଉଛି ଲୁହା ପଥର

0

ଭୁବନେଶ୍ୱର;ଓଡ଼ିଶା ରୁ ଚାଇନା ନେଉଛି ଲୁହା । ପଥର ବିଗତ ତିନି ବର୍ଷରେ ୨୪ ସହ ୧୮ କୋଟି ୮୫ ଲକ୍ଷ ରାଜସ୍ବ ଆଦାୟ ହୋଇଥିବା ବେଳେ ୪ କୋଟି ୧୮ ଲକ୍ଷ ୭୯ ହଜାର ୦୫୦ ମେଟ୍ରିକ ଟନ ଲୁହା ପଥର ରପ୍ତାନି ହୋଇଛି ।

୨୦୨୨-୨୩ ରେ ରାଜସ୍ବ ଆଦାୟ ହୋଇଛି ୩୧୨ କୋଟି ୮ ଲକ୍ଷ ଟଙ୍କା ।୨୦୨୩-୨୪ ରେ ରାଜସ୍ବ ଆଦାୟ ହୋଇଛି ୧ହଜାର ୮୬ କୋଟି ୯୬ ଲକ୍ଷ ।

ସେହିପରି ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ୧ହଜାର ୧୯ କୋଟି ୮୦ ଲକ୍ଷ ରାଜସ୍ବ ଆଦାୟ ହୋଇଛି ।