ଜଙ୍ଗଳରୁ ମିଳିଲା ମର ଶରୀର, ପୋଲିସ ର ତନାଘନା

0

ପଟ୍ଟାଙ୍ଗି / ଦଶରଥ ମାଛ: ଜଙ୍ଗଲରୁ ମିଳିଛି ମୃତ ଦେହ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅଧିନସ୍ଥ ରାଲେଗାଡା ପଂଚାୟତ ନିକଟବର୍ତ୍ତୀ ଯୋଡ଼ିମାଦିଲି ନିକଟସ୍ଥ ଜଙ୍ଗଲରେ ମିଳିଛି ଏକ ମୃତ୍ୟୁ ଦେହ ।ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯୋଡିମାଦିଲି ଗ୍ରାମର ବାଡେମ ଆଦାୟାଙ୍କ ଶନ୍ତାନ ବାଡେମ ଆପାନା (ବୟସ-୩୦) । ତେବେ ଖବର ପାଇ ଘଟଣା ସ୍ଥଳରେ ପଟ୍ଟାଙ୍ଗି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।