ଆଜି ଭାରତୀୟ ବଜାରରେ ସୁନା ଏବଂ ରୁପାର ମୂଲ୍ୟରେ ହ୍ରାସ ଘଟିଛି । ରାଜ୍ୟରେ ଆଜି ସୁନା ଦର ୨୪ କ୍ୟାରେଟ ୧୦ ଗ୍ରାମ ପିଛା ୯୯ ହଜାର ୮୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ୯୧ ହଜାର ୫୫୦ ଟଙ୍କା ରହିଛି । ସେହିପରି ୧୮ କ୍ୟାରେଟ ୧୦ ଗ୍ରାମ ସୁନାର ମୁଲ୍ୟ ରହିଛି ୭୪ ହଜାର ୯୧୦ ଟଙ୍କା ରହିଛି । ତେବେ ଆଜି ସୁନା ମୁଲ୍ୟ ୨୪ କ୍ୟାରେଟ ୧୦ ଗ୍ରାମ ମୁଳ୍ୟ ୮୨୦ ଟଙ୍କା ହ୍ରାସ ହୋଇଥିବା ବେଳେ ୨୨ କ୍ୟାଟେ ୧୦ ଗ୍ରାମ ପ୍ରତି ମୁଲ୍ୟ ୭୫୦ ଟଙ୍କା ଓ ୧୮ କୟାରେଟ ସୁନା ୧୦ ଗ୍ରାମ ପିଛା ୬୧୦ ଟଙ୍କା କମିଛି । ଆଜି ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧୦୭୦୬୩ ଟଙ୍କା ଅଛି, ଯାହା ଗତକାଲି ୧୦୫୮୯୮ ଟଙ୍କା ଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ମୂଲ୍ୟରେ ଏଝଞ ଯୋଡା ଯାଇନାହିଁ ଏବଂ ଅଳଙ୍କାର କିଣିବା ପାଇଁ ଆପଣଙ୍କୁ ଅଲଗା ଭାବରେ ମେକିଂ ଚାର୍ଜ ଦେବାକୁ ପଡିବ ।