ବିଜେଡ଼ିରେ ସାମିଲ ହେଲେ ସାଧୁ ନେପାକ୍

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଲେ ସାଧୁ ନେପାକ୍ । ସେ ବରଗଡ଼ର ପୂର୍ବତନ ବିଧାୟକ ଥିଲେ । ଏକ ଶୋଭାଯାତ୍ରାରେ ଆସି ନିଜର ସମର୍ଥଙ୍କ ସହିତ ନବିନ ନିବସରେ ପହଞ୍ଚି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ।