ରିଜର୍ଭ ପୋଲିସର ୪ କର୍ମଚାରୀଙ୍କୁ ସସପେଣ୍ଡ ଏସପି ଓଡିଶା By Minu Sahoo On Jan 3, 2025 0 Share ନୟାଗଡ : ରିଜର୍ଭ ପୋଲିସର ୪ କର୍ମଚାରୀ ସସପେଣ୍ଡ । ୩ ହାବିଲଦାର ସହିତ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ବିଶୃଙ୍ଖଳା ଅଚରଣ ଯୋଗୁଁ ନିଲମ୍ବନ କଲେ ଏସପି । ବ୍ୟକ୍ତିଗତ ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୋଲିସ । Odishareporterstoday 0 Share FacebookTwitterGoogle+ReddItWhatsAppPinterestEmail