Browsing Tag

Draupadi Murmu

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି

ନୂଆଦିଲ୍ଲୀ-: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ରାଜ୍ୟସଭା ପାଇଁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ସରକାରୀ ଓକିଲ ଉଜ୍ବଳ ଦେବରାଓ ନିକମ, କେରଳର ବରିଷ୍ଠ ସମାଜସେବୀ ଏବଂ ଶିକ୍ଷାବିତ୍  ସି.ସଦାନନ୍ଦନ ମାଷ୍ଟର, ଭାରତର ପୂର୍ବତନ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ୍ ଶ୍ରୀଙ୍ଗଲା ଏବଂ…
Read More...

ଗାର୍ଡ ଅଫ ଅନର ସହ ସମ୍ମାନର ଚାବି ପାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବ୍ୟୁରୋ-: ସୋମବାର ଦିନ ପର୍ତ୍ତୁଗାଲର ଐତିହାସିକ କାମାରା ମ୍ୟୁନିସିପାଲ୍ ଡି ଲିସବୋଆ (ସିଟି ହଲ୍) ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିସବନ ସହରର "ସମ୍ମାନର ଚାବି" ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଲିସବନର ଅନେକ ବିଶିଷ୍ଟ ନାଗରିକ, କୂଟନୈତିକ ବାହିନୀ ଏବଂ ଭାରତୀୟ ଏବଂ…
Read More...

ଆସନ୍ତା ୨୭ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ:  ନଭେମ୍ବର ୨୭ରେ ଓଡିଶା   ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ । ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ  ହେବ ବୋଇତ ବନ୍ଦାଣ ଉତ୍ସବ । ରାଷ୍ଟ୍ରପତି ଆସୁଥିବା ନେଇ ସ୍ପଷ୍ଟ କଲା ରାଷ୍ଟ୍ରପତି ଭବନ ।
Read More...

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆ ଦିଲ୍ଲୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ନିଜ ଜିଲ୍ଲାୁ ରାଇରଙ୍ଗପୁରକୁ  ଦ୍ୱିତୀୟ ଥର ଗସ୍ତରେ ଅସୁଛନ୍ତି ।  ଏନେଇ ରାଷ୍ଟ୍ରପତି ଭବନରୁ  ଜିଲ୍ଲା ପ୍ରଶାସନକୁ ଏନେଇ  କୌଣସି ବିଦ୍ଧୀବଦ୍ଧ  ସୂଚନା ଆସିନାହିଁ , ତଥାପି  କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର…
Read More...

ନାଗରିକ ସମ୍ମାନ ସମାରୋହରେ ଭାଗ ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲାହୋର: ନାଗରିକ ସମ୍ମାନ ସମାରୋହରେ ଭାଗ ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଲାହୋରରେ ତାଙ୍କ ସମ୍ମାନାର୍ଥ ଆୟୋଜିତ ଏକ ନାଗରିକ ସମ୍ମାନ ସମାରୋହରେ ଭାଗ ନେଇଛନ୍ତି । ଏବେ ସେ ଦୁଇ ଦିନିଆ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ରାଷ୍ଟ୍ର ପତି କହିଛନ୍ତି…
Read More...

ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲିକ ନେଇ ସେନାର ମେଜରଙ୍କୁ ନିଲମ୍ବିତ କଲେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ ନେଇ ସେନାରୁ ମେଜରଙ୍କୁ ନିଲମ୍ବିତ କଲେ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ ଫେର୍ସରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମହାମହିମ ରଷ୍ଟ୍ରପତି । ୩୧ ଅକ୍ଟୋବରରେ ପ୍ରତିରକ୍ଷା…
Read More...

ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତି ଦେଲେ ମଞ୍ଜୁରୀ, ଏବେ ଆଇନରେ ପରିଣତ ସଂରକ୍ଷିତ ବିଲ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ବିଲ ସେପ୍ଟେମ୍ବର ୨୦ ତାରିଖରେ ଲୋକସଭାରେ ୨୧ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । କୌଣସି ବିଲ୍ ଉଭୟ ସଦନରେ ପାରିତ ହେବା ପରେ ଏହାକୁ ଆଇନରେ…
Read More...

୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ୭୭ ତମ ସ୍ୱାଧୀନତା ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି , ଦେଶବାସୀ ଏବେ ଆଜାଦିକା ଅମୃତ ମହୋତ୍ସବ ପାଳୁଛନ୍ତି । ପିଲା ବେଳର କଥା ମନେ ପକାଇଛନ୍ତି ରାଷ୍ଟ୍ରପତି । ସେ ଅରୁରି କହିଛନ୍ତି ଆମେ…
Read More...

ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ତିନି ଦିନଆ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ ଦ୍ରୌପଦୀ ମୁର୍ମୁ ପେରିଯାଇଛନ୍ତି । ୨୫ ତାରତଖରୁ ୩ ଦିନ ଗସ୍ତରେ ଆସିଥିଲେ ମହାମହିମ । ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ…
Read More...

ମହାମହିମ ଦୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷଦିନ

ଭୁବନେଶ୍ୱର: ଓଡିଶାରେ ମହାମହିମ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ରପତିଙ୍କ ତିନି ଦିନିଆ ଗସ୍ତର ଆଜି ତୃତୀୟ ଦିନ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ।…
Read More...