ଛତିଶଗଡର ପୂର୍ବତନ ରାଜ୍ୟପାଳଙ୍କୁ ଭେଟିଲେ ଓଡିଶାର ନୂଆ ରାଜ୍ୟପାଳ । ଆଜି ମାନ୍ୟବର ରାଜ୍ୟପାଳ ଡକ୍ଟର ଶ୍ରୀ ହରିବାବୁ କମ୍ଭମପାଟି ଛତିଶଗଡର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବାସଭବନ ଯାଇ ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ସାକ୍ଷାତ ବେଳର ଫଟୋ ଓଡିଶାର ଗର୍ଭନର ନିଜର ଫେସବୁକ ପେଜରେ ସେୟାର କରିଛନ୍ତି ।