କାଠଯୋଡି ନଦୀ ଉପରେ  ହେବ ଆଉ ୨ ବ୍ରିଜ : ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ

0

କଟକ : କାଠଯୋଡି ନଦୀ ଉପରେ  ହେବ ଆଉ ୨ ବ୍ରିଜ । ଜୁଡିସିଆଲ  ଏକାଡେମୀ  ରାସ୍ତାରୁ ତ୍ରିଶୁଲିଆ ଯାଏଁ  ୪ ଲେନ ରାସ୍ତା  ହେବ । ଜୁଡୁସିଆଲ ଏକାଡେମୀ ରାସ୍ତାଠାରୁ  ଯୋବ୍ରାଯାଏଁ ୬ ଲେନ ରାସ୍ତା ହେବ । ଏସସ୍ୱି ସେକେଣ୍ଡ କ୍ୟାମ୍ପସ ୨୦୨୫ ଶେଷ ସୁଦ୍ଧା ନସରିଲେ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଉପରେ କାଯ୍ୟାନୁଷ୍ଠାନ ନିଆଯିବ । କଟକରେ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ଘୋଷଣା କରିଛନ୍ତି ।