ଚର୍ଚ୍ଚାରେ ଅନାୟା ବାଙ୍ଗର

0

ଚର୍ଚ୍ଚାରେ ଅନାୟା ବାଙ୍ଗର । ସେ ତାଙ୍କର ପ୍ରକୃତ ରୂପକୁ ଫେରିବା ନେଇ ଘୋଷଣା କରିଛନ୍ତି। ଅନାୟା ବାଙ୍ଗର ପୁଅରୁ ଝିଅ ହେବା ପରେ ଇଂଲଣ୍ଡରୁ ଭାରତ ଫେରି ଆସିଥିଲେ। ଯାହାପରେ ସେ ଖୁବ ଚର୍ଚ୍ଚାରେ ଥିଲେ । ତେବେ ଏଠି ପ୍ରଶ୍ନ ହେଉଛି, ଅନାୟା ବାଙ୍ଗର କ’ଣ ପୁଣି ୟୁ-ଟର୍ଣ୍ଣ ନେବେ ?

ଅନାୟା ତାଙ୍କ ଇନଷ୍ଟା ଷ୍ଟୋରୀରେ ଭିଡିଓ ଅପଲୋଡ୍ କରି ତାଙ୍କ ବନ୍ଧୁ ସନତ ଚଡ୍ଡାଙ୍କ ସହିତ କହୁଛନ୍ତି ସେ ତାଙ୍କର ପ୍ରକୃତ ରୂପରେ ଫେରୁଛନ୍ତି । କିନ୍ତୁ ସେ ଏହାର ଅର୍ଥ କ’ଣ ତାହା କହି ନଥିଲେ। ଯେତେବେଳେ ଅନାୟା ବାଙ୍ଗର ଏହି ଭିଡିଓ ସେୟାର କରିଥିଲେ, ସେ ଦିଲ୍ଲୀରେ ଥିଲେ। ଅନାୟା କୌଣସି ସୁଟିଂ ପାଇଁ ଦିଲ୍ଲୀରେ ଅଛନ୍ତି। ନିକଟରେ, ସେ ତାଙ୍କର ଇନଷ୍ଟା ଷ୍ଟୋରୀରେ, ସୁଟିଂ ପାଇଁ ଜଣେ ଫଟୋଗ୍ରାଫରଙ୍କ ଆବଶ୍ୟକତା ବୋଲି ଉଲ୍ଲେଖ କରିଥିଲେ ।