ଭୁବନେଶ୍ୱର: ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍। ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର। ପୁରୀ ପୌରାଞ୍ଚଳ ରେ ସମୁଦ୍ର ବେଳାଭୂମି ରେ ମଦ ଦୋକାନ ଖୋଲିବନି। ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ଦିଗକୁ ଦୃଷ୍ଟି ରେ ନିଷ୍ପତ୍ତି ପରିବର୍ତ୍ତନ କଲେ ସରକାର। ସେହିପରି ରାଜ୍ୟର ଅନ୍ୟ ଧର୍ମ ଅନୁଷ୍ଠାନ ର 5 କିମି ପରିଧିରେ ଖୋଲିବନି ମଦ ଦୋକାନ।