Browsing Tag

China

କିଏ ହେବ ୧୫ତମ ଦଲାଇଲାମା, ଏହି ଦିନ ହେବ ଘୋଷଣା

ନୂଆଦିଲ୍ଲୀ: କିଏ ହେବେ ଦଲାଇଲାମା ଉତ୍ତରାଧିକାରୀ ? ଏହା ଉପରେ ଯେ କେବଳ ଭାରତ ତାହା ନୁହେଁ ବରଂ ସମଗ୍ର ବିଶ୍ବର ନଜର ରହିଛି । କିନ୍ତୁ ସବୁଠାରୁ ଅଧିକ ସତର୍କ ରହିଛି ଚୀନ । ଏହାରି ଭିତରେ ଏବେ ଖୋଦ ଦଲାଇଲାମା ନିଜର ଉତ୍ତରାଧିକାରୀ ଚୟନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଧର୍ମଗୁରୁ…
Read More...

ଚୀନର ଶାନଦୋଙ୍ଗ୍ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି

ନୂଆଦିଲ୍ଲୀ-: ଚୀନର ପୂର୍ବ ଶାନଦୋଙ୍ଗ୍ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । କାରଖାନାରେ କୀଟନାଶକ ଏବଂ ଚିକିତ୍ସା ବ୍ୟବହାର ପାଇଁ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଉତ୍ପାଦନ କରାଯାଉଥିବା ବେଳେ ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର…
Read More...

ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ

ଚୀନ-: ଭୂକମ୍ପରେ ଥରିଲା ଚୀନ । ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା ମିଳିଛି । ପଶ୍ଚିମ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରେ…
Read More...

ପହଲଗାମ ଆକ୍ରମଣକୁ ନେଇ ସାରା ବିଶ୍ବ ପାକିସ୍ତାନକୁ ନିନ୍ଦ କରୁଥିବା ବେଳେ ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନ ସହ…

ନୂଆଦିଲ୍ଲୀ-: କଥାରେ ଅଛି ଯିଏ ବିପଦ ସମୟରେ ସାଥିରେ ଥାଏ ସିଏ ହେଉଛି ପ୍ରକୃତ ବନ୍ଧୁ । କିନ୍ତୁ ସେଇ ବନ୍ଧୁ ଯଦି ବିପଦ ସମୟରେ ହାତ ଛାଡ଼ିଦେବ ତେବେ ଅବସ୍ଥା ଯେ କଣ ହେବ ତାହା ଅବର୍ଣ୍ଣନୀୟ । ତେବେ ବନ୍ଧୁ ହାତ ଛାଡିବା କଥାଟି ଏବେ ପାକିସ୍ତାନ ପକ୍ଷରେ ଘଟିଛି । ପାକିସ୍ତାନର ପରମ ମିତ୍ର…
Read More...

ଆମେରିକାର ଟାରିଫ, ଚୀନର ପାଲଟା ଟାରିଫ

ବ୍ୟୁରୋ-: ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଉପରେ ଟାରିଫ ଲାଗୁ ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଟାରିଫକୁ ନେଇ ଟ୍ରମ୍ପ ଚୀନ ଉପରେ ଟାର୍ଗେଟ କରିଛନ୍ତି । ଟାରିଫ ପାଇଁ ଚୀନ ବଡ କ୍ଷତିଗ୍ରସ୍ତର ଶିକାର ହେବାକୁ ଯାଉଛି । ବୁଧବାର ଅର୍ଥାତ ଆଜି ରାତି ୧୨ଟାରୁ ୧୦୪ ପ୍ରତିଶତ ଚୀନ ଉପରେ ଟାରିଫ ଲାଗୁହେବ ।…
Read More...

ଚୀନ୍ ରେ ବଢିଚାଲିଛି ଭାଇରସ୍ ଆତଙ୍କ : ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ

ବ୍ୟୁରୋ : ଦିନକୁ ଦିନ ଚୀନରେ ବଢିଚାଲିଛି ଏଚ୍ଏମ୍ପିଭି ଭାଇରସ୍ ଆତଙ୍କ । ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ଭାରତରେ ମଧ୍ୟ ଏଚ୍ଏମ୍ପିଭି ଭାଇରସ୍ ରେ ଜଣେ ପୀଡିତ ଚିହ୍ନଟ ହୋଇଥିବା ଜଣାପଡିଛି । କିନ୍ତୁ ଏହି ଭାଇରସ୍ କୁ ନେଇ ଭାରତରେ ଚିନ୍ତା କରିବାର କିଛି କାରଣ ନାହିଁ…
Read More...

ଚୀନର ନୂଆ ଭୂତାଣୁ ଖେଳାଉଛି ଆତଙ୍କ ; ପୁଣି ହୋଇପାରେ ଲକ୍ ଡାଉନ୍

ବ୍ୟୁରୋ : ୫ ବର୍ଷ ପରେ କୋଭିଡ୍-୧୯ ମହାମାରୀ ଭଳି ଚୀନରେ ଏକ ନୂଆ ଭୂତାଣୁ ଆତଙ୍କ ଖେଳାଇଛି । କରୋନା ଭାଇରସ୍ ଭଳି ଏହାର ଲକ୍ଷଣ ଥିବା ଜଣାପଡିଛି । ଏହି ନୂଆ ଭୂତାଣୁର ନାମ - ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା ଐଗଚଠ । ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ…
Read More...

ଭାରତୀୟ ଖେଳାଳିଙ୍କୁ ଚୀନ ଦେଲାନି ଅନୁମତି, ଅନୁରାଗ ଠାକୁର ବାତିଲ କରିଲେ ଗସ୍ତ

ନୂଆଦିଲ୍ଲୀ : ଚୀନିର ପୁଣି ଦାଦାଗିରି ଆରମ୍ଭ କରିଦେଇଛି । ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କୁ ଚୀନ ପ୍ରବେଶ କରିବାକୁ ଅନୁମତି ଦେଇନାହିଁ । ଚୀନରେ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ସାମିଲ ହେବାକୁ ଯାଉଥିବା ଅରୁଣାଚଳ ପ୍ରଦେଶରର ଭାରତୀୟ ଖେଳାଳୀଙ୍କୁ ଚୀନ ପ୍ରବେଶ ଅନୁମତି ଦେଇନାହିଁ ।…
Read More...

ମରୁଭୂମିରେ ଠିଆ ହୋଇଗଲା କେଶ : ସତେ ଯେମିତି କୌଣସି ଭୂତ ଚୁଟିକୁ ଟାଣି ଧରିଛି

ବେଜିଂ : ମରୁଭୂମିରେ ଠିଆ ହୋଇଗଲା କେଶ | ସତେ ଯେମିତି କୌଣସି ଭୂତ ଚୁଟିକୁ ଟାଣି ଧରିଛି କିମ୍ବା ଫିଲ୍ମରେ ଯେମିତି ଆମେ ଦେଖିଥାଉ ଯେ, କରେଣ୍ଟ ମାରିଲେ ଚୁଟି ଛିଡା ହୋଇଯାଇଥିଏ | ହଁ ଚୀନ୍‌ର କୁମତାଗ ମରୁଭୂମିରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି | ଏକ ଭାଇରାଲ୍‌ ଭିଡିଓରେ ଏହି…
Read More...

ମନ୍ତ୍ରୀ ପଦରୁ ହଟିଲେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ; ଦୀର୍ଘ ଦିନ ଧରି ଥିଲେ ନିଖୋଜ

ବ୍ୟୁରୋ ରିପୋର୍ଟ: ନ୍ୟୁଜ୍ ଏଜେନ୍ସି ଇୠଚ ରାଜ୍ୟ ଗଣମାଧ୍ୟମର ଉଦ୍ଧେଶ୍ୟରେ କହିଛି ଯେ ଚୀନ୍ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଗ୍ଲୋବାଲ ଟାଇମ୍ସ ଅନୁଯାୟୀ ଚୀନ୍ର ସର୍ବୋଚ୍ଚ ବିଧାନସଭା ମଙ୍ଗଳବାର ଦିନ ଏକ ଅଧିବେଶନ ଡକାଇ ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ…
Read More...