ନୂଆଦିଲ୍ଲୀ : ଥରିଲା ନ୍ୟୁଜିଲ୍ୟାଣ୍ଡ । ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଅନୁଭୁତ ହୋଇଛି । ଏହାର ତିବ୍ରତା ରେକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି । ଏହା ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୪ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ ଦ୍ୱୀପରେ ଏହି ଭୂକମ୍ପ ଅନୁଭବ ହୋଇଛି। ପ୍ରାୟ ୧୪,୦୦୦ ଲୋକେ ଭୂକମ୍ପ ଝଟକା ଅନୁଭବ ହୋଇଥିବା କୁହାଯାଉଛି ।